ମୁଖ୍ୟ ସମାଚାର

ଋଷି କପୁରଙ୍କ ପରେ ଗମ୍ଭୀର ରୋଗର ଶିକାର ହେଲେ ଅନୀଲ କପୁର, ଚିକିିତ୍ସା ପାଇଁ ଯିବେ ଜର୍ମାନୀ

ଋଷି କପୁରଙ୍କ ପରେ ଗମ୍ଭୀର ରୋଗର ଶିକାର ହେଲେ ଅନୀଲ କପୁର, ଚିକିିତ୍ସା ପାଇଁ ଯିବେ ଜର୍ମାନୀ



ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ଅଭିନେତା ତଥା ସବୁଠାରୁ ଫିଟ୍‌ ବୋଲି କୁହାଯାଉଥିବା ଅନୀଲ କପୁରଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖରାପ ଖବର । ୬୨ବର୍ଷୀୟ ଅନୀଲ ଏବେ ଗମ୍ଭୀର ରୋଗରେ ପୀଡ଼ିତ ହୋଇଥିବା ସହ ସେ ନିଜର ଚିକିତ୍ସା ପାଇଁ ଖୁବ୍‌ ଶୀଘ୍ର ଜର୍ମାନୀ ଯିବେ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ବାରମ୍ବାର ଷ୍ଟଣ୍ଟ କରି କରି ତାଙ୍କ କାନ୍ଧରେ କାଲ୍‌ସିଫିକେସନ୍‌ ନାମକ ସମସ୍ୟା ଦେଖା ଦେଇଛି । କାନ୍ଧରେ ଯନ୍ତ୍ରଣା ଧୀରେ ଧୀରେ ବଢ଼ୁଥିବାରୁ ସେ ଏହାର ତୁରନ୍ତ ଚିକିତ୍ସା କରିବା ପାଇଁ କିଛି ଦିନ ମଧ୍ୟରେ ଜର୍ମାନୀ ଯିବେ । ଏକ େଓ୍ଵବ୍‌ସାଇଟ୍‌କୁ ସାକ୍ଷାତକାର ଦେଇ ସେ ନିଜର ଗମ୍ଭୀର ସମସ୍ୟା ବିଷୟରେ ଜଣାଇଥିଲେ ।

Share this:

Post a Comment

 
Copyright © NEWS 24x7. Designed by iDream Management College Student